

ବଜ୍ରପାତ ରେ ଜଳିଗଲା ୬ ବଖରା ଘର। ଏମିତି ଏକ ଚିତ୍ର ଦେଖିବାକୁ ମିଳିଛି ଢେ଼ଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳ ରେ । ଝଡ଼ ତୋଫାନ ବେଳେ ହୋଇଥିବା ବଜ୍ରପାତ ରେ ଘର ଜଳିଯିବା ସହ ଜଣେ ଆହତ ହୋଇଥିବା ସୂଚନା ମିଳିଛି।

Published by
Bringing you the latest updates and breaking news from across the globe. Unbiased, factual, and extremely rapid reporting.
No comments yet. Be the first to share your thoughts!
Your username will be randomly assigned to protect privacy.