Malyagiri Express
Home/ସର୍ବଶେଷ ଖବର/ତତଲା କଡ଼େଇ ରେ ତାଳଚେର

ତତଲା କଡ଼େଇ ରେ ତାଳଚେର

Malayagiri Express
Malayagiri ExpressApril 23, 2026in ସର୍ବଶେଷ ଖବର
ତତଲା କଡ଼େଇ ରେ ତାଳଚେର
0 likes0 comments

ତତଲା କଡ଼େଇ ରେ ତାଳଚେର। ସାରା ଓଡ଼ିଶା ସହ ସିଝୁଛି କଳା ହୀରା ର ସହର। ମଧ୍ୟାହ୍ନ ସମୟରେ ତ ଶୁନଶାନ୍ ହେଇଯାଉଛି ପୁରା ସହର ଏପରିକି ସକାଳ 10 ଟା ବାଜିଲେ ବଜାର ରେ କାହାକୁ ଦେଖିବାକୁ ମିଳୁନି। କାଆଁ ଭା କିଛି ଲୋକ ଜରୁରୀ କାମ ରେ ବାହାରକୁ ଆସୁଛନ୍ତି । ଦେଖିବାକୁ ଗଲେ ଗତ କିଛି ଦିନ ହେବ ଲଗାତାର ଭାବରେ ତାଳଚେର ସହର ର ତାପମାତ୍ରା ବଢ଼ିବାରେ ଲାଗିଚି। ଯାହା ଆଜି ୪୩.୫ ଡିଗ୍ରୀ ସେଲସିୟସ ରେ ପହଞ୍ଚିଛି।

Malayagiri Express

Published by

Malayagiri Express

Bringing you the latest updates and breaking news from across the globe. Unbiased, factual, and extremely rapid reporting.

Comments (0)

No comments yet. Be the first to share your thoughts!

Leave a Reply

Your username will be randomly assigned to protect privacy.